From Washing Dishes at a Dhaba to Becoming a Star: Sanjay Mishra's Inspiring Journey
#ଢାବାରେ_ବାସନ_ମାଜୁଥିଲେ #ଆଜି_ବଡ଼_ଷ୍ଟାର୍ ମହାପ୍ରସାଦ ମୋହରେ ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ରା। ଓଡ଼ିଆ ସିନେମାରେ ଅଭିନୟ କରିବା ଅବସରରେ ସେ ଶ୍ରୀମନ୍ଦିରକୁ ଆସିଥିଲେ। ଅବଢ଼ା ଖାଇଲେ ଆଉ ସେଇ ସ୍ୱାଦରେ ସେ ଦିୱାନା। ଛେନାପୋଡ଼, ଦହିବରା ଆଉ ଓଡ଼ିଆ ମାଛର ସ୍ୱାଦକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ଓଡ଼ିଆ ଫିଲ୍ମ ମଧୁ ମାଳତୀରେ ସେ ମହାଶ୍ୱେତାଙ୍କ ସହ ଲିଡ୍ ରେ ନଜର ଆସିଛନ୍ତି। ଏହା ତାଙ…

Source & attribution
Read the original report at Otv News →
Read the original report at Otv News →